Posts
Tirthraj Mahodadhi Aarti by Jagadguru Shankaracharya ji | Gajapati ji | ...
- Get link
- X
- Other Apps
୨୦୨୩ ରଥଯାତ୍ରା ପ୍ରକ୍ରିୟା ଆରମ୍ଭ | ଆରମ୍ଭ ହେଲା ରଥଯାତ୍ରା ପାଇଁ ପ୍ରସ୍ତୁତି। Rath...
- Get link
- X
- Other Apps
ଓଡ଼ିଶାର ଶାଗ: ଆମେ ଆମ ଶାଗ ସମୂହକୁ ଭୁଲିଯିବା ଆଗରୁ ମନେପକାଇବା ଓ ଆମ ପର ପିଢିଙ୍କୁ ଜଣାଇବା ଆମର ଦାୟୀତ୍ୱ
- Get link
- X
- Other Apps

॥ ଓଡ଼ିଶାର ଶାଗ ॥ (୧)ପାଳଙ୍ଗ ଶାଗ (୨)କୋଶଳା ଶାଗ (୩)ସଜନା ଶାଗ (୪)ଲେଉଟିଆ ଶାଗ (୫)ଖଡ଼ା ଶାଗ (୬)ପୋଇ ଶାଗ (୭)କଳମ ଶାଗ (୮)ଶୁନୁଶୁନିଆ ଶାଗ (୯)ମେଥି ଶାଗ (୧୦)ସୋରିଷ ଶାଗ (୧୧)ଅଣିଚଣା ଶାଗ (୧୨)ମଦରଙ୍ଗା ଶାଗ (୧୩)ପୀତଗମା ଶାଗ (୧୪)ଶ୍ୱେତପର୍ଣ୍ଣୀ ଶାଗ (୧୫)ଲାଉ ପତ୍ର/ଡଙ୍କ ଶାଗ (୧୬)କଖାରୁ ପତ୍ର/ଡଙ୍କ ଶାଗ (୧୭)ମାରିଶ ଶାଗ (୧୮)ଚଣା ଶାଗ (୧୯)ବାଥୁଆ ଶାଗ (୨୦)ଗନ୍ଧଳି ପତ୍ର ଶାଗ (୨୧)ମୂଳାପତ୍ର ଶାଗ (୨୨)କୋବିପତ୍ର ଶାଗ (୨୩)ଅଗସ୍ତି ଶାଗ (୨୪)ଆମ୍ବଳିତି ଶାଗ/ (୨୫)ଅମ୍ଲଲୋଣିକା (୨୬)ଖଟା ପାଳଙ୍ଗ (୨୭)ଅଳ୍ପମାରିଷ ଶାଗ (୨୮)କାଣିଲେଉଟିଆ ଶାଗ (୨୯)କଣ୍ଟାଲେଉଟିଆ ଶାଗ (୩୦)କଣ୍ଟାମାରିଷ ଶାଗ (୩୧)ଶୁନୁଶୁନିଆ ଶାଗ (୩୨)ଇନ୍ଦ୍ରମାରିଷ/ ଝଡ଼ା ଶାଗ (୩୩)ନାକରଣା ଶାଗ (୩୪)ଓଲପାଏର ଶାଗ (୩୫)କଇଁଜର ଶାଗ (୩୬)କଚରଙ୍ଗା ଶାଗ (୩୭)କଞ୍ଚଟ ଶାଗ (୩୮)କଞ୍ଜେର ଶାଗ (୩୯)କନିଶିରି ଶାଗ (୪୦)ମୁଥା ଶାଗ (୪୧)ବ୍ରାହ୍ମୀ ଶାଗ (୪୨)କପୂରା ଶାଗ (୪୩)କଳମ୍ବ ଶାଗ (୪୪)କାନ୍ସିଡ଼ା ଶାଗ (୪୫)କାଳ କାସୁନ୍ଦି ଶାଗ (୪୬)କାନ୍ଦୁରୀ ଶାଗ (୪୭)କାଶମର୍ଦ୍ଦ ଶାଗ (୪୮)କୁଇଲେର୍ ଶାଗ (୪୯)କୁକୁର୍ଝୁଣ୍ଟିଆ ଶାଗ (୫୦)କୋଇଲିଖିଆ ଶାଗ / (୫୧)କୁଳିକା (୫୨)କୁଲ୍ୟାଳି ଶାଗ (୫୩)କେନା ଶାଗ (୫୪)ଲଟା କୋଶଳା (୫୫)ଡେଙ୍ଗା କୋଶଳା (୫୬)ଗଧପୂର୍ଣ୍ଣୀ/ ଗଦହପୁରାନା ଶାଗ (୫୭)ଶ୍ୱେତ...
Sinha Dwar opening rituals Patitapaban Mangal Arati Darshan Sri Jagannat...
- Get link
- X
- Other Apps
श्री जगन्नाथ मंदिर, पुरी में सिन्हा द्वार का उद्घाटन और पतितपावन मंगल आर...
- Get link
- X
- Other Apps
ବାଇଶି ପାହାଚର ତତ୍ତ୍ୱ ଓ ମହତ୍ତ୍ୱ !!
- Get link
- X
- Other Apps

ବାଇଶି ପାହାଚର ତତ୍ତ୍ୱ ଓ ମହତ୍ତ୍ୱ !! ବାଇଶି ପାହାଚ ଶବ୍ଦର ଅର୍ଥ ଅତି ଗଭୀର । ପ୍ରତ୍ୟେକ ପାହାଚର ଗୁରୁତ୍ୱ ଓ ମହିମା ରହିଛି । ପ୍ରତିଟି ପାହାଚରେ ରହିଛି ଧର୍ମ, ଦର୍ଶନ ଓ ତତ୍ତ୍ୱର ସୁନ୍ଦର ଉପାଖ୍ୟାନ । ପ୍ରତ୍ୟେକ ପାହାଚର ମହିମା ଭିନ୍ନଭିନ୍ନ ଅଟେ (1) ପ୍ରଥମ ପାଞ୍ଚଟି ଚକ୍ଷୁ, କର୍ଣ୍ଣ, ନାସିକା, ମୁଖ ଓ ଚର୍ମ । ଦ୍ୱିତୀୟ ପାଞ୍ଚଟି ପାହାଚକୁ କୁହାଯାଏ ପଞ୍ଚପ୍ରାଣ ଅର୍ଥାତ୍- ପ୍ରାଣ, ଅପାନ, ବ୍ୟାନ, ଉଦାନ, ଓ ସମାନ । ଏହା ପାଞ୍ଚଟି ଶକ୍ତି ଯାହା ଶରୀରରେ ପ୍ରାଣ ସଞ୍ଚାର କରିଥାଏ । ତୃତୀୟ ପାଞ୍ଚଟି ପାହାଚ ଅନ୍ତଃ ସୌନ୍ଦର୍ଯ୍ୟ ଭାବେ ଗ୍ରହଣ କରାଯାଏ (2) ଏହି ପାଞ୍ଚଟି ପାହାଚ ରୂପ, ରସ, ସ୍ୱାଦ, ଗନ୍ଧ ଓ ଶବ୍ଦ । ଚତୁର୍ଥ ପାଞ୍ଚଟି ପାହାଚକୁ ପଞ୍ଚମହାଭୂତ ଭାବେ ବର୍ଣ୍ଣନା କରାଯାଏ । ଏହି ପାଞ୍ଚଟି ପାହାଚକୁ କୁହାଯାଏ ପୃଥି, ଜଳ, ଅଗ୍ନୀ, ବାୟୁ ଓ ଆକାଶ । ୨୧ତମ ପାହାଚକୁ ଜ୍ଞାନ, ଓ ୨୨ତମ ପାହାଚକୁ ମୋହ ରୂପେ ଅଭିହିତ କରାଯାଇଅଛି ।(3) ପୌରାଣିକ ମତବାଦ ଅନୁଯାୟୀ ଭଗବାନ ବିଷ୍ଣୁଙ୍କର ୨୨ଟି ଅବତାରଙ୍କ ନାମରେ ନାମିତ କରାଯାଇଅଛି ବାଇଶି ପାହାଚକୁ।ଏହି ୨୨ ଅବତାରଙ୍କ ନାମ କଟୁରାସନ, ନାରଦ, ବରାହ, ମତ୍ସ୍ୟ, ଯଜ୍ଞ, ନରନାରାୟଣ, କପିଳ,ଦତ୍ତାତ୍ରେୟ, ପ୍ରଶ୍ନିଗର୍ଭ, ଋଷଭ, ପୃଥୁ, ନରସିଂହ, କୁର୍ମ, ଧନ୍ୱନ୍ତରି, ମୋହିନୀ, ବାମନ, ପର୍ଶୁରାମ,ରାମ, ବ୍ୟାସ, ବଳରାମ, କୃଷ୍ଣ ଓ କଳ୍କୀ(4) ଶ୍ରୀଜଗନ୍ନାଥ ଚେତନାର ଶରୀର ତତ୍ତ୍ୱ ସହ...