Posts
Showing posts from December, 2022
श्री जगन्नाथ मंदिर, पुरी में सिन्हा द्वार का उद्घाटन और पतितपावन मंगल आर...
- Get link
- X
- Other Apps
ବାଇଶି ପାହାଚର ତତ୍ତ୍ୱ ଓ ମହତ୍ତ୍ୱ !!
- Get link
- X
- Other Apps
ବାଇଶି ପାହାଚର ତତ୍ତ୍ୱ ଓ ମହତ୍ତ୍ୱ !! ବାଇଶି ପାହାଚ ଶବ୍ଦର ଅର୍ଥ ଅତି ଗଭୀର । ପ୍ରତ୍ୟେକ ପାହାଚର ଗୁରୁତ୍ୱ ଓ ମହିମା ରହିଛି । ପ୍ରତିଟି ପାହାଚରେ ରହିଛି ଧର୍ମ, ଦର୍ଶନ ଓ ତତ୍ତ୍ୱର ସୁନ୍ଦର ଉପାଖ୍ୟାନ । ପ୍ରତ୍ୟେକ ପାହାଚର ମହିମା ଭିନ୍ନଭିନ୍ନ ଅଟେ (1) ପ୍ରଥମ ପାଞ୍ଚଟି ଚକ୍ଷୁ, କର୍ଣ୍ଣ, ନାସିକା, ମୁଖ ଓ ଚର୍ମ । ଦ୍ୱିତୀୟ ପାଞ୍ଚଟି ପାହାଚକୁ କୁହାଯାଏ ପଞ୍ଚପ୍ରାଣ ଅର୍ଥାତ୍- ପ୍ରାଣ, ଅପାନ, ବ୍ୟାନ, ଉଦାନ, ଓ ସମାନ । ଏହା ପାଞ୍ଚଟି ଶକ୍ତି ଯାହା ଶରୀରରେ ପ୍ରାଣ ସଞ୍ଚାର କରିଥାଏ । ତୃତୀୟ ପାଞ୍ଚଟି ପାହାଚ ଅନ୍ତଃ ସୌନ୍ଦର୍ଯ୍ୟ ଭାବେ ଗ୍ରହଣ କରାଯାଏ (2) ଏହି ପାଞ୍ଚଟି ପାହାଚ ରୂପ, ରସ, ସ୍ୱାଦ, ଗନ୍ଧ ଓ ଶବ୍ଦ । ଚତୁର୍ଥ ପାଞ୍ଚଟି ପାହାଚକୁ ପଞ୍ଚମହାଭୂତ ଭାବେ ବର୍ଣ୍ଣନା କରାଯାଏ । ଏହି ପାଞ୍ଚଟି ପାହାଚକୁ କୁହାଯାଏ ପୃଥି, ଜଳ, ଅଗ୍ନୀ, ବାୟୁ ଓ ଆକାଶ । ୨୧ତମ ପାହାଚକୁ ଜ୍ଞାନ, ଓ ୨୨ତମ ପାହାଚକୁ ମୋହ ରୂପେ ଅଭିହିତ କରାଯାଇଅଛି ।(3) ପୌରାଣିକ ମତବାଦ ଅନୁଯାୟୀ ଭଗବାନ ବିଷ୍ଣୁଙ୍କର ୨୨ଟି ଅବତାରଙ୍କ ନାମରେ ନାମିତ କରାଯାଇଅଛି ବାଇଶି ପାହାଚକୁ।ଏହି ୨୨ ଅବତାରଙ୍କ ନାମ କଟୁରାସନ, ନାରଦ, ବରାହ, ମତ୍ସ୍ୟ, ଯଜ୍ଞ, ନରନାରାୟଣ, କପିଳ,ଦତ୍ତାତ୍ରେୟ, ପ୍ରଶ୍ନିଗର୍ଭ, ଋଷଭ, ପୃଥୁ, ନରସିଂହ, କୁର୍ମ, ଧନ୍ୱନ୍ତରି, ମୋହିନୀ, ବାମନ, ପର୍ଶୁରାମ,ରାମ, ବ୍ୟାସ, ବଳରାମ, କୃଷ୍ଣ ଓ କଳ୍କୀ(4) ଶ୍ରୀଜଗନ୍ନାଥ ଚେତନାର ଶରୀର ତତ୍ତ୍ୱ ସହ...
There are two types of Mahaprasad, prepared in Puri Jagannath temple.
- Get link
- X
- Other Apps
There are two types of Mahaprasad, prepared in Puri Jagannath temple. They are Sankhudi Mahaprasad( wet food items) also known as Abhada & Sukhila Mahaprasad ( dry food items) Both the types are available for sale in Ananda Bazaar of Sree Jagannath temple. Jagannath TV LIVE || One Channel for all Jagannath Temples #puridham #puriodisha #purijagannadh #purijagannath #puri #JaiJagannath #Jagannath #JagannathTV #JagannathTVLive #JagannathTV .com @jagannathtvlive